Odisha Crime: ପାରିବାରିକ କଳହକୁ କେନ୍ଦ୍ର କରି ବାପାକୁ ମାରିଦେଲା ପୁଅ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Tue, 27 Feb 2024-6:38 pm,

Odisha Crime: ପଥରରେ ଛେଚି ବାପା କୁ ମାରିଲା ପୁଅ |ଏଭଳି ଏକ ଘଟଣା ଏବେ ସମ୍ବଲପୁର ସହର ସଦର ଥାନା ଅନ୍ତର୍ଗତ ଘେନୁପାଲି ରେ ଘଟିଛି |ଗତକାଲି ରାତି ୧୧ ପାଖାପାଖି ଘେନୁପାଲି ଅଂଚଳ ରେ ବାପା ଲିଙ୍ଗରାଜ କୁମୁରା ଓ ପୁଅ ଆଦିତ୍ୟ କୁମୁରା ଙ୍କ ମଧ୍ୟ ରେ କୌଣସି କାରଣ କୁ ନେଇ ବଚସା ହୋଇଥିଲା |ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଆଦିତ୍ୟ ବାପା ଲିଙ୍ଗରାଜ କୁ ପଥର ଓ ଇଟା ରେ ମୁଣ୍ଡ କୁ ଛେଚି ହତ୍ୟା କରିଥିଲା |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link