Video: ଶସ୍ତା ନିଶା ପଡିଲା ମହଙ୍ଗା, ବିଚ୍ ରାସ୍ତାରୁ ଭାଇରାଲ ହେଲେ ବ୍ୟକ୍ତି

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 22 Oct 2024-6:44 pm,

Video: ଅନେକ ସମୟରେ ମଦ୍ୟପମାନଙ୍କ ହରକତ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଏହି ଦୃଶ୍ୟଟି ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଏତେ ଅଧିକ ମାତ୍ରାରେ ମଦ୍ୟପାନ କରିଛନ୍ତି ଯେ, ସେ ବାଇକ ପଛରେ ବସିବାକୁ ମଧ୍ୟ ଅସମର୍ଥ । ଟ୍ରାଫିକ ନିକଟରେ ସେ ବାଇକରୁ ଖସି ପଡୁଛନ୍ତି । ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ କଏଦ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link