Viral Video: ଚଳନ୍ତା ଟ୍ରେନରେ ବ୍ୟକ୍ତିଙ୍କୁ ଅଶ୍ଳୀଳ କାମ କରିବା ପଡିଲା ମହଙ୍ଗା, ଚପଲରେ ସେକି ଦେଲେ ମହିଳା

Jagdish Barik Fri, 24 Nov 2023-10:51 pm,

Viral Video: ମହିଳାମାନଙ୍କ ସହିତ ଅସଦାଚରଣ ସର୍ବଦା ଭୁଲ ଅଟେ । ଅନେକ ଥର ଲୋକଙ୍କୁ ମଧ୍ୟ ଏହାର ସାମ୍ନା କରିବାକୁ ପଡେ । ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦିନକୁ ଦିନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ଚପଲରେ ଜଣେ ପୁରୁଷଙ୍କୁ ମାଡ କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ ପୁରୁଷ ଜଣକ ଚଳନ୍ତା ଟ୍ରେନରେ ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ, ଏହା ପରେ ମହିଳା ଜଣକ ତାଙ୍କୁ ଏକ ଶିକ୍ଷା ଦେଇଥିଲେ ଓ ଚପଲରେ ପିଟିଥିଲେ । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link