Video: ଭଭୀର ଜଳକୁ ଡେଇଁଲେ ଜୀଅନ୍ତା ମାଛ ଧରି ଫେରିଲେ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ
Video: ମାଛ ଧରିବାର ଏକ ନିଆରା କୌଶଳ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ପାଣି ଭିତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି କିପରି ମାଛ ଧରି କୂଳକୁ ଫେରୁଛନ୍ତି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓଟିରୁ ସ୍ପଷ୍ଟ ଜଣାପଡୁଛି ଯେ, ବ୍ୟକ୍ତିଜଣକ ଖୁବ ଅଭ୍ୟାସ କରିବା ପରେ ଏପରି କରିବାରେ ସକ୍ଷମ ହୋଇଛନ୍ତି ବୋଲି କମେଣ୍ଟ ବକ୍ସରେ ଲୋକ କହିଛନ୍ତି।