Gajapati: ଦୁର୍ଦ୍ଧାନ୍ତ ମାଓ ନେତାରୁ ଏବେ ସମାଜସେବୀ ପାଲଟିଛନ୍ତି ଘାସିରାମ ମାଝୀ, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Jan 12, 2024, 14:13 PM IST

ଦୁର୍ଦ୍ଧାନ୍ତ ମାଓ ନେତା ରୁ ଏବେ ସମାଜସେବୀ ପାଲଟିଛନ୍ତି ଘାସିରାମ ମାଝୀ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ କଲରାଘାଟି ଗ୍ରାମ ପଞ୍ଚାୟତ ଖଡ଼ିକାପଦର ଗାଁ ର ଘାସିରାମ ମାଝୀ ପ୍ରଥମେ ଶିକ୍ଷକ ଚାକିରୀ କରୁଥିଲେ ପରେ ଆଦିବାସୀଙ୍କ ଉପରେ ଅନ୍ୟାୟ ହେଉଥିବା ଦେଖି ମାଓବାଦୀ ରେ ସାମିଲ ହେଇଥିଲେ। ପରେ ଆନ୍ଧ୍ର ର ନାଗାବଳୀ ଡିଭିଜନ୍ ଓ ଓଡ଼ିଶା ର ବଂଶଧାରା ଡିଭିଜନ୍ ରେ ବିଭିନ୍ନ କାର୍ଯ୍ୟକଳାପ ଘଟାଇଥିଲେ। ପରେ ମାଓବାଦୀ ଙ୍କ ଇନଫର୍ମେର ନାମରେ ନିରୀହ ଲୋକଙ୍କୁ ହତ୍ୟା ଓ ସ୍ଵାମୀ ଲକ୍ଷ୍ମାଣାନନ୍ଦ ହତ୍ୟା କୁ ବିରୋଧ କରି ମୂଖ୍ୟ ସ୍ରୋତରେ ୨୦୦୯ ମସିହାରେ ଆତ୍ମସମର୍ପଣ କରିଥିଲେ। ଏବେ ଲୋକଙ୍କ ସେବା କରି ବହୁତ ଖୁସି ଥିବା କହିଛନ୍ତି । ଏ ସମ୍ପର୍କରେ ଘାସିରାମ ଙ୍କ ବିସ୍ତୃତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରେମାନନ୍ଦ ପୁଜାରୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link