ସହିଦ କର୍ଣ୍ଣଲକୁ ତାଙ୍କ ୬ବର୍ଷର ପୁଅ ସାଲ୍ୟୁଟ୍ ମାରି ଦେଲା ବିଦାୟ; ଭିଡିଓ ଦେଖି କାନ୍ଦି ପକାଇବେ ଆପଣ

Jagdish Barik Fri, 15 Sep 2023-6:38 pm,

Anantnag Martyr Colonel Manpreet Singh Funeral Video: ସହିଦ କର୍ଣ୍ଣେଲ ମନପ୍ରିତ ସିଂଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି । ଏହି ଅନ୍ତିମ ସଂସ୍କାର ସମୟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ସହିଦ କର୍ଣ୍ଣେଲ ମନପ୍ରିତଙ୍କୁ ତାଙ୍କ ପୁତ୍ର ସାଲ୍ୟୁଟ୍ ମାରୁଛି । ଏହା ସମୟରେ, ମନିପ୍ରୀତଙ୍କ ଦୁଇ-ବର୍ଷୀୟ ଝିଅ ମଧ୍ୟ ଉପସ୍ଥିତ ଥିଲେ, ଯିଏ ନିଜ ଭାଇକୁ କପି କରୁଥିଲେ । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link