Matric Exam 2024: ୭ ମାସ ପୂର୍ବରୁ ମାଟ୍ରିକ୍ ପରୀକ୍ଷା ପାଇଁ ତତ୍ପରତା

ପ୍ରିୟମ୍ବଦା ରଣା Fri, 28 Jul 2023-2:40 pm,

Matric Exam 2024: 20 ଫେବୃଆରୀ ରୁ ଆରମ୍ଭ ହୋଇ ମାର୍ଚ୍ଚ 4 ରେ ଶେଷ ହେବ 2024 ବର୍ଷର ମ୍ୟାଟ୍ରିକ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତଥା ବୋର୍ଡ ପକ୍ଷରୁ ସୂଚନା । ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ହେବ ପରୀକ୍ଷା । ଏଥିପାଇଁ ଚଳିତ ବର୍ଷ ଅକ୍ଟୋବର ମାସରେ ହେବ ଫର୍ମ ଫିଲଅପ୍ । ତେବେ ଏହି ପରୀକ୍ଷାର ଖାତା ଦେଖା ମାର୍ଚ୍ଚ 12 ରୁ ଆରମ୍ଭ ହୋଇ 12 ଦିନ ମଧ୍ୟରେ ଶେଷ ହେବ । 13 ରୁ 16 ସେପ୍ଟେମ୍ବର ମଧ୍ୟରେ ହେବ ମ୍ୟାଟ୍ରିକ ହାଲ୍ଫ ୟାର୍ଲି ପରୀକ୍ଷା । ଏଥିପାଇଁ ସେପ୍ଟେମ୍ବର 6 ପୂର୍ବରୁ ସବୁ ସ୍କୁଲକୁ ପଠାଯିବ ପ୍ରଶ୍ନପତ୍ର

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link