Forest Fire: ଦୁଇ ଦିନ ଧରି ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ, ନିଆଁଲିଭା ଉଦ୍ୟମ ଜାରି

Sun, 28 Apr 2024-12:13 pm,

Heat wave ର ଶିକାର ମୟୁରଭଞ୍ଜ ଜିଲ୍ଲା ତଥା ଶିମିଳିପାଳ । ଜାତୀୟ ଉଦ୍ୟାନ ଶିମିଳିପାଳରେ ଲାଗିଛି ନିଆଁ । ଆଜିକୁ ଦୁଇ ଦିନ ଧରି ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ତେବେ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ବନକର୍ମଚାରୀଙ୍କ ସହ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ , ତେବେ ଅଧିକ ଉତ୍ତାପ ହେତୁ ନିଆଁ ଲିଭାଇବାରେ ସଂଘର୍ଷ କରୁଛି ବୋଲି କହିଛି ଜିଲ୍ଲା ପ୍ରଶାସନ । ସେହିପରି ସକାଳ 10 ଟା ହେଉଣୁ ବାରିପଦା ସହର ଖାଁ ଖାଁ ଲାଗୁଛି , ଯେଉଁଠି ଲୋକଙ୍କ ଭିଡ଼ ଲାଗିଥାଏ ସେହିଭଳି ସକାଳ ପରିବା ମାର୍କେଟ ଜନଶୂନ୍ୟ ହୋଇପଡିଛି । ପିଇବା ପାଣି ସଙ୍କଟ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଶୁଣିବା ଏ ନେଇ କଣ କହୁଛନ୍ତି ସ୍ଥାନୀୟ ବାସିନ୍ଦା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link