Viral Video: ରକଷ୍ଟାର ବାହାରିଲେ ମେଘାଳୟର ମୁଖ୍ୟମନ୍ତ୍ରୀ ସାଙ୍ଗମା, ଗିଟାର ବଜାଇ କଲେ ଚମତ୍କାର ପରଫରମାନ୍ସ

Jagdish Barik Fri, 29 Dec 2023-6:37 pm,

Meghalaya CM Conrad Sangma Viral Video: ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜଣେ ରକଷ୍ଟାର ପରି ନଜର ଆସିଛନ୍ତି। ଇଲେକ୍ଟ୍ରିକ୍ ଗିଟାର ବଜାଉଥିବା ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯୁବକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link