Video: ମେଲୋଡି ମଞ୍ଚରେ ବିଷଧର ସାପ ସହ ନୃତ୍ୟ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 25 Oct 2024-10:28 pm,

Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମଞ୍ଚରେ ନୃତ୍ୟ ପରିବେଷଣ କରୁଛନ୍ତି ବିଷଧର ସାପ ସହ । ନିର୍ଭୟର ସହ ସାପର ଅତି ନିକଟତର ମଧ୍ୟ ହେଉଛନ୍ତି । ମଞ୍ଚ ତଳେ ଥିବା ଦର୍ଶକ ଏହି ଦୃଶ୍ୟକୁ ଉପଭୋଗ କରୁଥିବା ସମୟରେ ଜଣେ ବ୍ୟକ୍ତି ମୋବାଇଲ୍ କ୍ୟାମେରା ମାଧ୍ୟମରେ ଦୃଶ୍ୟକୁ କଏଦ କରିଛନ୍ତି । ତେବେ ଏହା କେଉଁ ସ୍ଥାନର ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link