Chilika Bird Counting: ଆଜିଠୁ ଚିଲିକାରେ ଆରମ୍ଭ ହେଲା ବିଦେଶାଗତ ପକ୍ଷୀ ଗଣନା, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 04 Jan 2024-12:18 pm,

ସକାଳ ୬ ଟାରୁ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ ହୋଇ ଦିନ ଗୋଟାଏରେ ସରିବାର ସମ୍ଭାବନା ଅଛି | ଏହି ଗଣତିପାଇଁ wild life ଚିଲିକା ଅଧୀନରେ ଥିବା ୫ ଟି ରେଞ୍ଜ ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ଚିଲିକା ରେ ମୋଟ 21 ଟି team ଗଠନ କରାଯାଇଛି | ପ୍ରତି ଦଳରେ ୫ / ୬ ଜଣ ପକ୍ଷୀ ବିଶେଷଜ୍ଞ ଗଣନାକରି ଅଛନ୍ତି | ଚଳିତ ବର୍ଷ ଗଣନାରେ BNHS, wild odisha, OUAT, ବିଭିନ୍ନ university ର ଛାତ୍ର ଛାତ୍ରୀ , ଏନ ଜି ଓ ସମେତ 20 ରୁ ଉର୍ଦ୍ଧ୍ଵ ସଂଗଠନ ସାମିଲ ହେଇଛନ୍ତି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link