Viral Video: ଶୁଭାରମ୍ଭ ସମୟରେ ବନ୍ଦେ ଭାରତ ଆଗରେ ପଡିଗଲେ ବିଧାୟକ, ଆଉ ତା`ପରେ

ପ୍ରଭୁଦତ୍ତ ମହାରଣା Tue, 17 Sep 2024-3:26 pm,

Viral Video: ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ସମୟରେ ରେଳ ଟ୍ରାକକୁ ଖସି ପଡିଛନ୍ତି ଜଣେ ବିଜେପି ବିଧାୟକ। ସବୁଜ ପତାକା ଦେଖାଇ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିବା ସମୟରେ ଇତୱାର ବିଧାୟକ ସରିତା ବାହାଦୁରିଆ ରେଳ ଧାରଣାକୁ ଖସି ପଡିବାର ଭିଡିଓ ଭାଇରାଲ୍ ହେଉଛି। ସୂଚନା ଅନୁସାରେ, ଗତକାଲି ଆଗ୍ରା-ବାରଣାସି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଇତୱା ପ୍ଲାଟଫର୍ମରେ ସନ୍ଧ୍ୟା 6ଟା ସମୟରେ ଟ୍ରେନ୍ ଲାଗିଥିଲା। ମନ୍ତ୍ରୀ, ବିଧାୟକଙ୍କ ସମେତ ଅନେକ ନେତା ଏବଂ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link