Mo Bus Accident: ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ୍, ୧୬ ଯାତ୍ରୀ ଆହତ

Sun, 09 Jun 2024-1:26 pm,

ତେଲେଙ୍ଗା ପେଣ୍ଠ ନିକଟରେ ବଡ଼ ଧରଣର ଦୁର୍ଘଟଣା । ମୋ ବସକୁ ପଛରୁ ଧକ୍କା ଦେଲା ଦୁଇଟି ଟ୍ରକ । ୨୦ରୁ ଅଧିକ ଆହତ ଲୋକ ଆହତ ହୋଇଥିବା ସୂଚନା । ଦୁର୍ଘଟଣାରେ ଭାଙ୍ଗିଯାଇଛି ମୋ ବସର ପଛପଟ । କଟକ ଟୋୟଟା ସୋରୁମ୍ ନିକଟରେ ଟ୍ରକ-ବସ୍ ଧକ୍କା ହୋଇଥିବା ଖବର ସାମ୍ନାକୁ ଆସିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link