Video: ୧୦ ଟଙ୍କା ଦେଲା ଟେନସନ୍, ଦେଖନ୍ତୁ ଘଟିଲା କ`ଣ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 28 Oct 2024-2:45 pm,

Video: ଲୋକଙ୍କୁ ହସାଇବା ପାଇଁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ସେୟାର କରୁଛନ୍ତି କିଛି ବ୍ୟକ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ରାସ୍ତାରେ ଅଠା ସାହାଯ୍ୟରେ ୧୦ଟଙ୍କିଆ କଏନ ଲଗାଇଦେଲେ । ସେହି କଏନକୁ ରାସ୍ତାରୁ ଉଠାଇବା ପାଇଁ ଅନେକ ବ୍ୟକ୍ତି ପ୍ରୟାସ କରି ବିଫଳ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କଏନଟିକୁ ବାହାର କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link