Singing Video: ମା-ଝିଅ ଯୋଡି କଲେ କମାଲ; ଲତା ମଙ୍ଗେଶକରଙ୍କ ଗୀତ ଗାଇ ଜିତନେଲେ ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭିଡିଓ

ଜୀ ଓଡ଼ିଶା ଡେସ୍କ Jul 05, 2023, 12:33 PM IST

Singing Video: ଆପଣ ନିଶ୍ଚୟ ଅନେକ ଗୀତ ଶୁଣିଥିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ମା-ଝିଅଙ୍କ ଏକ ଗୀତ ଗାଇବାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କ ସ୍ୱର ଶୁଣି ବିସ୍ମିତ ହୋଇ ଯାଉଛନ୍ତି । ଦେଖନ୍ତୁ ଏହି ଭଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link