Viral Video: ମା` ଏକ ସ୍କୁଟି ଚଳାଉଛନ୍ତି, ପଛରେ ବସିଥିବା ପୁଅ ନୋଟବୁକ୍ ଓ ବହି ବାହାରି କରି ପଢୁଛି; ଭିଡିଓ ଭାଇରାଲ୍

Jagdish Barik Thu, 18 Apr 2024-11:05 pm,

Mother Son Viral Video: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ନିଜ ପିଲାଙ୍କୁ ସ୍କୁଟରରେ ନେଇ ଯାଉଥିବା ନଜର ଆସୁଛନ୍ତି। ସେ ତାଙ୍କ ଝିଅକୁ ଆଗରେ ଓ ପୁଅକୁ ପଛରେ ବସାଇଛନ୍ତି। ଯେତେବେଳେ ମହିଳା ଏକ ସ୍କୁଟରରେ ଯାଉଥିଲେ, ପଛରେ ବସିଥିବା ପିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପିଲାଟି ସ୍କୁଲ ଡ୍ରେସ ପିନ୍ଧିଛି ... ସେ ସ୍କୁଲ ଯିବାବେଳେ ସ୍କୁଟରରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ସେ ସ୍କୁଟରର ପଛ ସିଟରେ ଏକ ବହି ଓ ନୋଟବୁକ୍ ସହିତ ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link