MS Dhoni: କୁନି ଛୁଆକୁ କୋଳରେ ଧରି ଗେଲ କଲେ ଧୋନୀ, ଭିଡ଼ିଓ ଭାଇରାଲ..

Mon, 20 Nov 2023-4:00 pm,

MS Dhoni: ସୋସିଆଲ ମିଡିଆରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଧୋନି ଏକ ଛୋଟ ଶିଶୁକୁ ଧରି ସ୍ନେହ କରୁଛନ୍ତି। ତେବେ ଆଜିକାଲି ଧୋନୀ ନିଜ ପୈତୃକଙ୍କ ଗାଁ ଉତ୍ତରଖଣ୍ଡର ଏକ ଅଞ୍ଚଳକୁ ଗସ୍ତ କରିଛନ୍ତି, ସେଠାରୁ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link