Video: ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଅଭିନେତ୍ରୀ, ଭିଡିଓ ଭାଇରାଲ୍
Video: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହିତ ଅଭିନେତ୍ରୀ ରିୟା ଦେଙ୍କର ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ରିୟା ନିଜେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅଭିଜିନ ଏବଂ ରିୟା ରିଲ୍ସ ସୁଟିଂ କରିବା ସମୟରେ ସେମାନଙ୍କ ନିକଟକୁ ହଠାତ ଚାଲି ଆସିଛନ୍ତି ସିନେମା ନିର୍ଦ୍ଦେଶକ ତଥା ଅଭିନେତା ଅଶ୍ୱିନ ତ୍ରିପାଠୀ ।