Video: ମନ୍ମୟଙ୍କ ସହ ରୌମ୍ୟାଞ୍ଜଳୀଙ୍କ ଏହି ଗୀତକୁ ନେଇ ସବୁଠି ଚର୍ଚ୍ଚା

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 03 Oct 2023-10:58 pm,

Video: ବର୍ତ୍ତମାନ ନିଜର ଜବରଦସ୍ତ ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ଥିବା ମନ୍ମୟ ଦେ ଏବଂ ରୌମ୍ୟାଞ୍ଜଳୀଙ୍କ ଗୀତ ପ୍ରାୟତଃ ସବୁଠି ବାଜୁଥିବାର ଶୁଣିବାକୁ ମିଳୁଛି । ତେବେ ଏହି ଯୋଡିଙ୍କର ଅନେକ ରିଲସ୍ ବି ସୋସିଆଲ ମିଡିଆରେ ହୋଇଛି ଖୁବ୍ ଭାଇରାଲ । ଏହି ଯୋଡିଙ୍କ ମ୍ୟୁଜିକ୍ ଭିଡିଓ ହିଟ୍ ହେବା ପରେ ବର୍ତ୍ତମାନ ଏମାନଙ୍କ ନିକଟକୁ ଏକାଧିକ ଅଫର ଆସୁଥିବା ସୂଚନା ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link