Saraswati River: ଆପଣ କେବେ ଦେଖିଛନ୍ତି କି ସରସ୍ୱତୀ ନଦୀକୁ, ଜାଣନ୍ତୁ ସରସ୍ୱତୀ ନଦୀର ସେହି ଅଜଣା କଥା

ପ୍ରଭୁଦତ୍ତ ମହାରଣା Wed, 27 Sep 2023-11:10 am,

ଭାରତରେ ନଦୀ କେବଳ ପାଣିର ଧାରା ନୁହେଁ। ନଦୀ ଏଠାରେ ମାଆର ମାନ୍ଯତା ପାଇଛି। ଜୀବନଦାୟିନୀ ନଦୀଙ୍କ ବର୍ଣ୍ଣନା ବେଦରୁ ପୁରାଣ ସବୁଥିରେ ଅଛି। ଗଙ୍ଗା ଯଦି ଭାରତର ଆତ୍ମା ତେବେ ଏମିତି ଅନେକ ଛୋଟବଡ଼ ପାଖାପାଖି ୨ ଶହ ନଦୀଙ୍କୁ ନେଇ ଭାରତ ନଦୀ ମାତୃକାର ଦେଶ। ଆପଣ ଅନେକ ନଦୀର ନାମ ଶୁଣିଥିବେ,କିଛି ଦେଖିଥିବେ ମଧ୍ଯ କିନ୍ତୁ ଏମିତି ଗୋଟିଏ ନଦୀ ଅଛି ଯାହାର ନାଁ ସମସ୍ତେ ଶୁଣିଛନ୍ତି କିନ୍ତୁ କେହି ଦେଖିନାହାନ୍ତି। କାରଣ ସେ ନଦୀ ଆଉ ନାହିଁ। ସେ ନଦୀର ଅସ୍ତିତ୍ୱକୁ ଖୋଜା ଚାଲିଛି କିନ୍ତୁ ସେ ଅଛି କେବଳ ପୁରାଣରେ,କଥାକାହାଣୀରେ ଓ କିମ୍ବଦନ୍ତୀରେ। ଆସନ୍ତୁ ଆଜି ଜାଣିବା ସେଇ ନଦୀ ବାବାଦରେ ଯାହା ଦିନେ ଥିଲା, ଆଜି ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link