Cyclone Dana: ପାଣିପାଗ ବିଭାଗର ନୂଆ ସୂଚନା: ୧୩ ନୁହେଁ ୩ ଜିଲ୍ଲାରେ ଅତ୍ୟଧିକ ପବନ, ଜାଣନ୍ତୁ ଆଜିର ବାତ୍ୟା ରିପୋର୍ଟ

ପ୍ରିୟମ୍ବଦା ରଣା Thu, 24 Oct 2024-3:39 pm,

Cyclone Dana: ବାତ୍ୟା ‘ଦାନା’ ନେଇ ନୂଆ ସୂଚନା ଜାରି କରିଛନ୍ତି ଭାରତ ପାଣିପାଗ ବିଭାଗ। ରାଜ୍ୟର ସବୁ ଜିଲ୍ଲା ନୁହେଁ ତିନୋଟି ଜିଲ୍ଲାରେ ବାତ୍ୟାବେଳେ ସର୍ବାଧିକ ବେଗରେ ପବନ ପ୍ରବାହିତ ହେବ। ଏହି ତିନି ଜିଲ୍ଲା ହେଉଛନ୍ତି କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ। ଏହିହେତୁ ଏସବୁ ଜିଲ୍ଲାରେ  ସର୍ବାଧିକ କ୍ଷତି ହୋଇପାରେ। ଏହି ତିନି ଜିଲ୍ଲା ତଳକୁ ସବୁଠରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ମୟୁରଭଞ୍ଜ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link