Video: ନୂଆ କମେଡି ରିଲ୍ସ `ବହି ହେଲା ଗୁଣ୍ଡ`

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 21 Oct 2023-9:24 pm,

Video: ଏବେ ସୋସିଆଲ ମିଡିଆର ଯୁଗ । ବିଭିନ୍ନ ଉପାୟରେ ଲୋକଙ୍କ ନିକଟରେ ମନୋରଞ୍ଜନର ଖୋରାକ ପହଞ୍ଚାଇବା ପାଇଁ କଳାକାରମାନେ ଅନେକ ପ୍ରୟାସ କରୁଛନ୍ତି । ବର୍ତ୍ତମାନ ନିଜର ଟ୍ୟାଲେଣ୍ଟକୁ ଲୋକଲୋଚନକୁ ଆଣିବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ମାନସ ନାୟକ ନାମକ ଜଣେ ଯୁବକ ନିଜସ୍ୱ ଶୈଳୀରେ ବିଭିନ୍ନ ରିଲ୍ସ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ଯାହାକୁ ଲୋକମାନେ ଭଲପାଇବା ଦେଉଛନ୍ତି । ମାନସଙ୍କ ରିଲ୍ସ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link