Viral video of Abhinav Arora: ଭାଇରାଲ ହେଲା ଅଭିନବ ଅରୋରାଙ୍କ ଏହି ଭିଡିଓ, ୟୁଜର କହିଲେ...

ପ୍ରିୟମ୍ବଦା ରଣା Nov 04, 2024, 17:19 PM IST

Viral video of Abhinav Arora: ଶିଶୁ ସନ୍ଥ ଅଭିନବ ଆରୋରା ଅନେକ ଦିନ ଧରି ବିବାଦରେ ରହିଆସିଛନ୍ତି। ଏ ନେଇ ଅଭିନବଙ୍କ ପିତାମାତା ସାତଜଣ ୟୁଟ୍ୟୁବର୍ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଧମକ ପାଇବା ବିଷୟରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଏବେ ଅଭିନବ ଆରୋରାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିନବ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ଚାଲୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ଟ୍ରୋଲ୍ କରିବାରେ ଲାଗିଛନ୍ତି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link