Video: ବାତ୍ୟା ସମୟରେ ଭାଇରାଲ ହେଲା `ସାହୁ ଭାଉଜ`ଙ୍କ ନୂଆ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 24 Oct 2024-9:18 pm,

Video: ବାତ୍ୟା ଦାନାକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଚାଲିଥିବା ସମୟରେ 'ସାହୁ ଭାଉଜ' ଆଞ୍ଜେଲ ଶ୍ରୀ ନିଜ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଦର୍ଶକଙ୍କ ସହ ହାତ ମିଳାଉଥିବା ଦେଖିବାକୁ ମିଳିଛି । ଶ୍ରୀଙ୍କ ସହିତ ହାତ ମିଳାଇ ଦର୍ଶକେ ଖୁବ ଖୁସି ପ୍ରକାଶ କରୁଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link