Video: `ହାରିଗଲି ପ୍ରେମରେ ମୁଁ...` ଭାଇରାଲ୍ ହେଉଛି ଏହି ଗୀତ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 17 Oct 2023-10:33 pm,

Video: ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ଭାଇରାଲ୍ ହେଉଛି ନୂଆ ନୂଆ ଭିଡିଓ । ସୋସିଆଲ ମିଡିଆ ସାହାଯ୍ୟରେ ବଣମଲ୍ଲୀ ଏବେ ଲୋକଲୋଚନକୁ ଆସିବାରେ ସକ୍ଷମ ହୋଇପାରୁଛି । ରାତାରାତି ସୋସିଆଲ ମିଡିଆର ଲୋକପ୍ରିୟତା ପାଇ ଅନେକ ବ୍ୟକ୍ତିଙ୍କୁ ନୂଆ ପରିଚୟ ମିଳିପାରୁଛି । ଏହି ଯୁବକ ମଧ୍ୟ ଠିକ ସେପରି ନିଜ ସ୍ୱରରେ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି । ଯିଏବି ଏହି ଗୀତ ଶୁଣୁଛନ୍ତି ସେ ପ୍ରଶଂସା ନକରି ରହିପାରୁନାହାନ୍ତି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link