Nisa Maharana Viral Video: ନିଶା ମହାରଣାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉଡ଼ିଲା ଚେୟାର, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Wed, 04 Oct 2023-7:52 pm,

Nisa Maharana Viral Video: ନିଶାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉଡ଼ିଲା ଚେୟାର । କାହିଁକି ନିଶା ମହାରଣା ଅଳ୍ପ ସମୟ ପାଇଁ ଷ୍ଟେଜ୍ ସୋ କଲେ ତାକୁ ନେଇ ତାତିଲେ ଦର୍ଶକ । ଷ୍ଟେଜ୍ ଉପରକୁ ଫିଙ୍ଗିଲେ ଚେୟାର । ଅନୁଗୁଳ କିଶୋରନଗର ବରପଡ଼ିଆରେ ଚାଲିଥିବା ଯାତ୍ରା ପେଣ୍ଡାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷା କାରଣରୁ ରାତି ୨ଟା ୧୫ ମିନିଟରେ ଆରମ୍ଭ ହୋଇଥିଲା ନାଚ । ଏହା ସହ ନିଶା ମହାରଣା ଅଳ୍ପ ସମୟ ପାଇଁ ଷ୍ଟେଜ୍ ସୋ କରିଥିବାରୁ ଏହାକୁ ନେଇ ଦର୍ଶକମାନେ ରାଗି ଯାଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link