Noida Flood: ବନ୍ୟାପାଣିରେ ବୁଡ଼ିଲା କୋଟି କୋଟି ଟଙ୍କାର କାର୍, ଦେଖନ୍ତୁ ଭିଡିଓ

Wed, 26 Jul 2023-5:43 pm,

Noida Flood; Hundreds of vehicles submerged in Noida eco-tech area । ଉତ୍ତର ପ୍ରଦେଶରେ ବନ୍ୟା ବିଭୀଷିକା । ଉତ୍ତର ପ୍ରଦେଶର ହିଣ୍ଡୋନ ନଦୀରେ ବନ୍ୟା ଆସିବା କାରଣରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି। ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଶହ ଶହ କାର୍ ବନ୍ୟା ପାଣିରେ ବୁଡ଼ିରହିଛି। ଭିଡିଓଟି ହେଉଛି ନୋଏଡା ଅଞ୍ଚଳର ଇକୋ-ଟେକ୍ ଏରିଆର। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link