Weather Today: ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲା ପାଇଁ ଆଲର୍ଟ ଜାରି

Rashmita Sahoo Mon, 11 Nov 2024-6:26 pm,

Rain in Odisha: ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଉପକୂଳ ଓଡିଶା ସମେତ ମୟୁରଭଞ୍ଜ(Mayurbhanj) , କେନ୍ଦୁଝର(Keonjhar)ରେ ବର୍ଷା ହୋଇପାରେ। ଆସନ୍ତାକାଲି ଗଞ୍ଜାମ, ଗଜପତି , ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି। କୋରାପୁଟ , ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ନଭେମ୍ବର ୧୩ ତାରିଖରେ ପାଗ ଶୁଖିଲା ରହିବ। ୧୫ ତାରିଖ ରାତିରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link