Viral Video: ଆଜି ନୂଆଁଖାଇରେ ମାଆ ସମଲେଇଙ୍କ ପାଖରେ ନବାନ୍ନ ଭୋଗ..

Wed, 20 Sep 2023-4:39 pm,

Nua Khai Juhar: ଆଜି ନୂଆଖାଇରେ ମାଆ ସମଲେଇଙ୍କ ପାଖରେ ନବାନ୍ନ ଭୋଗ..Nuakhai Special. ଆଜି ଠିକ ସେଇ ମହାର୍ଘ୍ୟ ମୁହୂର୍ତ୍ତ ରେ ଶେଷ ହୋଇଛି ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି କାର୍ଯ୍ୟକ୍ରମ |10 ଟା 27 ରୁ 10 ଟା 42 ମିନିଟ ମଧ୍ୟେ ନୂଆଁଖାଇ ଲାଗି ହୋଇଛି ମା ସମଲେଶ୍ୱରୀ ଙ୍କ ଠାରେ| ତା ପରେ ମହା ଆଳତି ଆରମ୍ଭ ହୋଇଥିଲା |ପୁଣି ଭୋଗ ଲାଗି ହୋଇଥିଲା ମା ସମଲେଶ୍ୱରୀ ଙ୍କ ପାଖରେ |ତା ପରେ ଭକ୍ତ ମାନଙ୍କୁ ସାଧାରଣ ଦର୍ଶନ ପାଇଁ ଛଡା ଯାଇଥିଲା |ଏବେ ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା, ଘରେ ଘରେ ପାଳନ ହେଉଛି ଏହି ପର୍ବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link