Video: ଓଲିଉଡ ଅଭିନେତା ପୁପିନ୍ଦରଙ୍କ ସହ ଏହି ଯୁବତୀ କିଏ ? ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 14 Oct 2024-10:04 am,

Video: ଓଲିଉଡ ଅଭିନେତା ପୁପିନ୍ଦର ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଲବମରୁ ଆରମ୍ଭ କରି ଉପସ୍ଥାପନା ଏବଂ ସିନେମା ପର୍ଯ୍ୟନ୍ତ ସବୁଥିରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ପୁପିନ୍ଦର । କେବଳ ସେତିକି ନୁହେଁ ଅନେକ ଷ୍ଟେଜ ଶୋ ମାନଙ୍କରେ ପୁପିନ୍ଦରଙ୍କୁ ଅତିଥି ଭାବେ ଦେଖିବାକୁ ମିଳେ । ନିକଟରେ ବେଙ୍ଗଲୁରରେ ଏକ ଷ୍ଟେଜ ଶୋ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବ୍ୟାକଷ୍ଟେଜରେ କଣ ଚାଲିଥିଲା ସେନେଇ ପୁପିନ୍ଦର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link