Video: ଅଭିନେତା ରାଜ ରାଜେଶଙ୍କ ସହ କୁକିଜ୍ ସ୍ୱାଇଁ, ଭାଇରାଲ୍ ହେଇଗଲା ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 07 Oct 2024-2:29 pm,

Video: ଆପଣଙ୍କ ପ୍ରିୟ କଳାକାର ରାଜ ରାଜେଶ ଏବଂ କୁକିଜ ସ୍ୱାଇଁଙ୍କୁ ଏକ ଦମଦାର ଗୀତରେ ଆପଣ ଖୁବଶୀଘ୍ର ଦେଖିବାକୁ ପାଇବେ । ଗୀତଟିର ବର୍ତ୍ତମାନ ସୁଟିଂ ଚାଲିଥିବା ସମୟରେ ସୁଟିଂ ସେଟରୁ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଉଭୟ ରାଜ ରାଜେଶ ଏବଂ କୁକିଜ ଖୁବ ଦମଦାର ଲୁକରେ ନଜର ଆସିଛନ୍ତି । ଗୀତଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆପଣଙ୍କ ପ୍ରିୟ ଲୁବନ୍ ଟୁବୁନ୍ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link