Viral Video: ସମ୍ବଲପୁରୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଅନନ୍ୟା ପ୍ରଧାନ, ଦେଖନ୍ତୁ ଏହି ଭିଡିଓ..
ପ୍ରିୟମ୍ବଦା ରଣା Thu, 16 Nov 2023-2:42 pm,
ଅଭିମାନିନୀ ନାଟକରେ ଅଭିନୟ କରିଥିବା ଅଭିନେତ୍ରୀ ଅନନ୍ୟା ପ୍ରଧାନ ଏକ ସମ୍ବଲପୁରୀ ଭଜନରେ ସୁନ୍ଦର ଡାନ୍ସ କରିଛନ୍ତି। ଏକ ଷ୍ଟେଜ୍ ଉପରେ ତାଙ୍କର ଏପରି ନୃତ୍ୟ ଦେଖି ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଥିଲେ।