Actress Aparajita: ନାତିକୁ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ଅପରାଜିତା...କ୍ୟୁଟ ଭିଡିଓ ଦେଖିଲେ ଆପଣ ବି ହେବେ ଇମସୋନାଲ

Rashmita Sahoo Sat, 24 Aug 2024-3:39 pm,

ନାତିକୁ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ଅପରାଜିତା । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। କାରଣ ଅନେକ ସମୟରେ ଓଲିଉଡ ର ଭେଟେରାନ ଅଭିନେତ୍ରୀ ନିଜ ନାତି ଗୁହାନଙ୍କ ସହ ବିଶେଷ ମୁହୂର୍ତ୍ତର ଭିଡିଓ ସେୟାର କରିଥାନ୍ତି । ଯାହାକୁ ଖୁବ୍ ପସନ୍ଦ କରିଥାନ୍ତି ଫ୍ୟାନ୍ସ। ତେବେ ଆପଣ ବି ଦେଖନ୍ତୁ ସେହି ସୁନ୍ଦର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link