Video: ରାଜ୍ୟ ବାହାରୁ ଭାଇରାଲ୍ ହେଲା ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତାଙ୍କ ଭିଡିଓ

Video: ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ପର୍ବରେ ଯୋଗ ଦେଇଥିଲେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା । ପ୍ରତ୍ୟକ ଷ୍ଟଲ ଗୁଡିକୁ ବୁଲି ଦେଖିଥିଲେ ବିଦୁସ୍ମିତା । ରାଜ୍ୟ ବାହାରେ ଓଡ଼ିଶା ପରମ୍ପରା ଓ ଖାଦ୍ୟ ସାମଗ୍ରୀର ଝଲକ ଦେଖି ଖୁବ ଖୁସି ପ୍ରକାଶ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link