Video: ୨ ଅଭିନେତ୍ରୀଙ୍କ ସହ ନିର୍ଦ୍ଦେଶକ କଲେ ଏମିତି କାମ, ଭିଡିଓ ଭାଇରାଲ୍

Video: ଅନେକ ସମୟରେ ସୁଟିଂ ସେଟର ମଜା ମସ୍ତିର ଦୃଶ୍ୟ ସାମ୍ନାକୁ ଆସିଥାଏ । ନିର୍ଦ୍ଦେଶକ କୈଳାଶ ଏବଂ ଅଭିନେତ୍ରୀ ବିଶ୍ୱରୂପା ଓ ନେହା ନାଗେଶ୍ୱରୀଙ୍କ ଏହି ଭିଡିଓ ପ୍ରଶଂସକଙ୍କ ପାଇଁ ହସର ଖୋରାକ ଯୋଗାଇଛି । ଦୁଇ ଅଭିନେତ୍ରୀ ଗୁପଚୁପ ଖାଉଥିବା ସମୟରେ ନିର୍ଦ୍ଦେଶକ କୈଳାଶ ସେମାନଙ୍କଠାରୁ ଗୁପଚୁପ ଛଡାଇ ଖାଉଥିବାର ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link