Video: ୨ ଯୁବକଙ୍କ ସହ ଅଭିନେତ୍ରୀ ଛନ୍ଦିତା, ଭିଡିଓ ହେଉଛି ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 10 Sep 2024-7:48 pm,

Video: ଅଭିନେତ୍ରୀ ଛନ୍ଦିତା ପାଢୀ ନିଜ ଅଭିନୟ ମାଧ୍ୟମରେ ଖୁବ ଲୋକପ୍ରିୟ ହେବାରେ ସଫଳ ହୋଇଛନ୍ତି । ତାଙ୍କ ଅଭିନିତ ଧାରାବାହିକ ବେସ୍ ଲୋକପ୍ରିୟ ହୋଇପାରିଛି । ସୋସିଆଲ ମିଡିଆ ମାଧ୍ୟମରେ ଛନ୍ଦିତା ବିଭିନ୍ନ ଗୀତରେ ରିଲ୍ସ କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି । ଛନ୍ଦିତାଙ୍କ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link