Viral Video: ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ଅଭିନେତ୍ରୀ ଏଲି ପାଢ଼ୀଙ୍କ ହଟ୍ ଡାନ୍ସ, ଦେଖନ୍ତୁ
Narmada Behera Thu, 10 Oct 2024-1:04 pm,
Viral Video: ଓଡିଆ ଅଭିନେତ୍ରୀ ଏଲି ପାଢ଼ୀ। ଉପସ୍ଥାପିକା ଓ ଅଭିନେତ୍ରୀ ଭାବରେ ଓଲିଉଡରେ ନାଁ କମେଇସାରିଛନ୍ତି। ଏକାଧିକ ଫିଲ୍ମ ଓ ଆଲବମ୍ ତାଙ୍କୁ ଦେଖିବାକୁ ମିଳିଛି। ନିକଟରେ ଏଲି ମାଆ ହୋଇଛନ୍ତି। ତେବେ, ଏହାରି ଭିତରେ ଏଲିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦେଖନ୍ତୁ ଏହି ଭିଡିଓ....