Jasmine rath Video: ମୋ ଫୋକସ ଅଛି ଖାଲି ତୋ ଉପରେ ଗୀତରେ ନୂଆ ରିଲ୍ ଛାଡ଼ିଲେ ଅଭିନେତ୍ରୀ ଜାସ୍ମିନ୍ ରଥ

ପ୍ରିୟମ୍ବଦା ରଣା Tue, 24 Oct 2023-2:03 pm,

Jasmine rath Video: ଓଡ଼ିଆ ଅଭିନେତ୍ରୀ ଜାସ୍ମିନ୍ ରଥ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୋ ଫୋକସ ଅଛି ଖାଲି ତୋ ଉପରେ ଗୀତରେ ନୂଆ ରିଲ୍ ଛାଡ଼ିଛନ୍ତି। ଏହି ଗୀତକୁ ତାଙ୍କ ଫ୍ୟାନ୍ସମାନେ ବହୁଳ ମାତ୍ରାରେ ପସନ୍ଦ କରୁଛନ୍ତି, ଆଉ ଡେରି ନ କରି ଦେଖନ୍ତୁ ଏହି ସୁନ୍ଦର ଭିଡିଓଟି..

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link