Actress Lipi Dance: ମନର ମଇନା ଗୀତରେ ଶାଢୀ ପିନ୍ଧି କମାଲ କଲେ ଲିପି

ରଶ୍ମିତା ସାହୁ Mon, 11 Sep 2023-12:37 pm,

ଓଡ଼ିଆ ଆଲବମର ଟ୍ରେଣ୍ଡିଂ ଗୀତ ମନର ମଇନା ଗୀତରେ ନାଚି ଭିଡିଓ ସେୟାର କରିଛନ୍ତି ଓଡ଼ିଆ ଆଲବମ ଅଭିନେତ୍ରୀ ଲିପି ମହାପାତ୍ର। ଏକ ସୁନ୍ଦର ଲୁକ୍ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଲିପି। ଏହା ସହ ଶାଢୀରେ ଖୁବ ମଜାଦାର ଠୁମକା ଦେଇଛନ୍ତି ଏହି ଅଭିନେତ୍ରୀ । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଫ୍ୟାନ୍ସ ମାନେ ଖୁବ ପ୍ରଂଶସା କରିଥିବା ବେଳେ ୮୭ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ୮୦୦ ରୁ ଅଧିକ ମେସେଜ ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link