Lipsa Mishra: କିଭଳି ସ୍ବାମୀ ଆକାଶଙ୍କ ସହ ମସ୍ତି କରୁଛନ୍ତି ଅଭିନେତ୍ରୀ ଲିପ୍ସା, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

Narmada Behera Thu, 12 Sep 2024-11:55 am,

Lipsa Mishra: ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର। ଏକାଧିକ ସିରିୟଲ୍ ଓ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। ଏପରିକି ଆଉ କେତେକ ରିୟଲିଟି ସୋ-ରେ ସେ ଜଜ୍ ଭାବେ ନଜର ଆସୁଛନ୍ତି। ଗତବର୍ଷ ଫେବୃଆରୀ ମାସ ୨୭ ତାରିଖରେ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ  ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀଙ୍କୁ ନେଇ ଅନେକ ଟ୍ରୋଲ୍ କରାଯାଇଥିଲା। ତେବେ, ଏହାରି ଭିତରେ ଲିପ୍ସା ଓ ତାଙ୍କ ସ୍ବାମୀଙ୍କର ଆଉ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link