Video: ନିଆରା ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ନେହା ନାଗେଶ୍ୱରୀ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 28 Oct 2024-7:02 pm,

Video: କମ୍ ବୟସରେ ଅଧିକ ସଫଳତା ହାସଲ କରିଥିବା କଳାକାରମାନଙ୍କ ମଧ୍ୟରୁ ନେହା ନାଗେଶ୍ୱରୀଙ୍କ ସ୍ଥାନ ଆଗରେ । ସେ ଛୋଟ ପରଦାରେ ଦର୍ଶକଙ୍କୁ ଅତି ଆପଣାର କରିବାରେ ସଫଳ ହୋଇଛନ୍ତି ଖୁବ କମ ଦିନ ମଧ୍ୟରେ । କେବଳ ସିରିଏଲ ନୁହେଁ, ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ନେହା ନିଜର ପାରଦର୍ଶିତା ଦେଖାଇଛନ୍ତି । କେବଳ ସେତିକି ନୁହେଁ, ନେହାଙ୍କ ଅନେକ ରିଲ୍ସ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link