Video: ବରଗଛ ମୂଳେ ଏମିତି ଚାଲିଛି ସୁଟିଂ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 17 Sep 2024-2:33 pm,

Video: ଓଡ଼ିଆ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ନେହା ନାଗେଶ୍ୱରୀଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିବାକୁ ଯାଉଛି ନେହା ନାଗେଶ୍ୱରୀଙ୍କ ଆଉ ଏକ ନୂଆ ମ୍ୟୁଜିକ୍ ଭିଡିଓ । ପୂର୍ବରୁ ନେହାଙ୍କ ଅନେକ ମ୍ୟୁଜିକ ଭିଡିଓକୁ ଲୋକପ୍ରିୟତା ମିଳିଥିବା ସମୟରେ ଆସିବାକୁ ଯାଉଥିବା ନୂଆ ମ୍ୟୁଜିକ ଭିଡିଓଟି ମଧ୍ୟ ଖୁବ ଦମଦାର ହେବ ବୋଲି ଝଲକରୁ ଜଣାପଡୁଛି । ଏକତ ବରଗଛ ମୂଳରେ ଡ୍ୟାନ୍ସର ସୁଟିଂ ଚାଲିଥିବା ସମୟରେ ସୋସିଆଲ ମିଡିଆରେ ଦୃଶ୍ୟ ଭାଇରାଲ୍ ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link