Video: ଯାତ୍ରା ଷ୍ଟେଜରେ ନେହା ନାଗେଶ୍ୱରୀଙ୍କ ଜଲୱା, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 30 Aug 2024-2:27 pm,

Video: ଛୋଟ ପରଦାରେ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ପରେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ନେହା ନାଗେଶ୍ୱରୀ । ସିରିଏଲ ପରେ ମ୍ୟୁଜିକ ଭିଡିଓରେ ମଧ୍ୟ ନେହାଙ୍କୁ ମିଳିଛି ଅପୂର୍ବ ସଫଳତା । ଅନେକ ସମୟରେ ନେହାଙ୍କୁ ଷ୍ଟେଜ୍ ସୋ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ । ନିକଟରେ ଯାତ୍ରା ମଞ୍ଚରେ ନେହା ନାଗେଶ୍ୱରୀଙ୍କ ଜଲୱା ଦେଖିଥିଲେ ଦର୍ଶକ ଯାହାର ଏକ ଝଲକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link