Video: ଓଡ଼ିଆ ଅଭିନେତ୍ରୀ ନିହାରୀକାଙ୍କ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 25 Oct 2024-7:42 pm,

Video: ଅନେକ ମ୍ୟୁଜିକ ଭିଡିଓ ଏବଂ ସିନେମାରେ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ହେଉଛନ୍ତି ନିହାରୀକା । କେବଳ ସେତିକି ନୁହେଁ, ଜଣେ ଭଲ ଡାଇଟିସିଆନ ଭାବେ ନିହାରୀକାଙ୍କର ମଧ୍ୟ ସୁନାମ ରହିଛି । ନିକଟରେ ନିହାରୀକା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link