Video: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନୂଆ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 01 Sep 2024-9:33 pm,

Video: ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ପ୍ରକୃତିଙ୍କର ବେଶ୍ ସୁନାମ ରହିଛି । ଅଭିନୟ ବ୍ୟତୀତ ସୋସିଆଲ ମିଡିଆରେ ଦର୍ଶକଙ୍କ ଭଲ ପାଇବା ସାଉଣ୍ଟିବା ପାଇଁ ବିଭିନ୍ନ ରିଲ୍ସ ପ୍ରସ୍ତୁତ କରିଥାନ୍ତି ପ୍ରକୃତି । କିଛି ସମୟ ତଳେ ପ୍ରକୃତି ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଏହି ରିଲ୍ସ । ଯାହା ଖୁବ୍ କମ ସମୟରେ ଭାଇରାଲ୍ ହେବାରେ ଲାଗିଛି   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link