Rani Panda: କିଏ ସେହି ମଣିଷ ଯାହାଙ୍କ ପାଇଁ ରାଣୀ ପଣ୍ଡାଙ୍କ ଜୀବନ ହେଲା ବରବାଦ!

Sun, 03 Dec 2023-5:52 pm,

ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାନ୍ତି ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା । ଏହାସହ ସାମାଜିକ ସେବାରେ ନିଜକୁ ସର୍ବଦା ବ୍ୟସ୍ତ ରଖିଥାନ୍ତି ରାଣୀ ପଣ୍ଡା । ହେଲେ ଗତକିଛି ଘଣ୍ଟା ତଳେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ପ୍ରେମ, ବିବାହକୁ ନେଇ କିଛି ମତ ରଖିଛନ୍ତି । ଏମିତି କହିଛନ୍ତି ଯାହା ସୂଚାଉଛି ଯେ, ତାଙ୍କୁ କେହି ଧୋକ୍କା ଦେଇଛି ସେହିପରି ସେ ନିଜ କ୍ୟାପସନରେ ଲେଖିଛନ୍ତି ଯେ, 'ଯଦି ସେମିତି ବ୍ୟକ୍ତି ଆପଣଙ୍କ ଜୀବନକୁ ଆସୁଛନ୍ତି ଦୟାକରି ତାଙ୍କ ଠୁ ଦୁରେଇ ରୁହନ୍ତୁ '

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link