Video: ସୁନ୍ଦରୀ ନାୟିକା ରୂପଶ୍ରୀ ପଣ୍ଡାଙ୍କ ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Sep 2024-7:02 pm,

Video: ଓଡ଼ିଆ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ବିଭିନ୍ନ ଗୀତ ଏବଂ ସିନେମା ମାଧ୍ୟମରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ଅତି ପ୍ରିୟ ହୋଇପାରିଛନ୍ତି । କେବଳ ସେତିକି ନୁହେଁ, ନିଜର ରୋକ ଠୋକ କଥା ପାଇଁ ମଧ୍ୟ ରୂପଶ୍ରୀ ଖୁବ ଚର୍ଚ୍ଚାରେ ରହିଛନ୍ତି । ଓଲିଉଡରେ ହେଉଥିବା କାଷ୍ଟିଂ କାଉଚ୍ ସମ୍ପର୍କରେ ମଧ୍ୟ ପୂର୍ବରୁ ମୁହଁ ଖୋଲିସାରିଛନ୍ତି ରୂପଶ୍ରୀ । ସୋସିଆଲ ମିଡିଆରେ ମଧ୍ୟ ରୂପଶ୍ରୀଙ୍କ ଅନେକ ରିଲ୍ସ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link