Video: କଅଁଳ ବୟସର ପିଲାକୁ ବୟଫ୍ରେଣ୍ଡ୍ କରିବାକୁ ଚାହୁଁଛନ୍ତି ଏହି ଓଡ଼ିଆ ଅଭିନେତ୍ରୀ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 07 Oct 2024-11:43 am,

Video: ସୁଟିଂ ସେଟରେ ସବୁବେଳେ କିଛି ନା କିଛି ମଜା ମସ୍ତି ଭିଡିଓ ସାମ୍ନାକୁ ଆସିଥାଏ । ନିକଟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ଶୁଭସ୍ମିତା ରାଉତ ଏକ କୁନି ପିଲା ସହ ମଜା କରୁଛନ୍ତି । ସେ କହୁଛନ୍ତି ଯେ, ତମେ ମୋର ବୟଫ୍ରେଣ୍ଡ୍ ହେବ ? ଘରେ ପ୍ରସ୍ତାବ ପକାଇବା ? ଏହି ଭିଡିଓଟିକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link