Video: ଅଭିନେତ୍ରୀ ସୁମନ ପଟ୍ଟନାୟକଙ୍କ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 21 Oct 2024-9:06 pm,

Video: ଓଡ଼ିଆ ଅଭିନେତ୍ରୀ ସୁମନ ପଟ୍ଟନାୟକ ନିଜ ଅଭିନୟ ଏବଂ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି । କେବଳ ସିରିଏଲ କିମ୍ୱା ମ୍ୟୁଜିକ ଭିଡିଓ ନୁହେଁ ବରଂ, ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ନିକଟରେ ପହଞ୍ଚିବାକୁ ସର୍ବଦା ପ୍ରୟାସ କରିଥାନ୍ତି ସୁମନ । ନିକଟରେ ସେ ଏହି ରିଲ୍ସଟିକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link