Video: ଯାତ୍ରା ମଞ୍ଚରେ ଅଭିନେତ୍ରୀଙ୍କ କମାଲ୍, ପିଠିରେ ଟେକିନେଲେ ଯୁବକଙ୍କୁ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 15 Oct 2024-6:48 pm,

Video: ଏକ ଯାତ୍ରା ମଞ୍ଚର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ଅଭିନେତ୍ରୀ ନିଜ ପିଠିରେ ଅଭିନେତାଙ୍କୁ ଯାତ୍ରା ପେଣ୍ଡାଲରୁ ଅନ୍ୟତ୍ର ଟେକି ନେଉଛନ୍ତି । ନାଟକର ନାଁ 'କାନ୍ଦେନା ଲୁହ ସରିଯିବ' ଯେଉଁଥିରେ ଏପରି ଦମଦାର ଅଭିନୟ ଦେଖି ଦର୍ଶକ ବିମୋହିତ ହୋଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link